ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ରେଜିଲ୍ଲା ପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ,ଆଜି ମୋଟ 74ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ସେଥି ମଧ୍ୟରୁ 67ଗୋଟି ବ୍ୟକ୍ତିଗତ ମାମଲା ରହିଥିବା ବେଳେ ଗ୍ରାମ୍ୟ ସମସ୍ୟା 5ଗୋଟି ରହିଥିଲା,ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ର ଗୋଟିଏ ମାମଲା ରହିଥିବା ବେଳେ,ରେଡ଼କ୍ରସ ର ଗୋଟିଏ ମାମଲା ରହିଥିଲା,ତୁରନ୍ତ 21ଗୋଟି ମାମଲା ସମାଧାନ କରାଯାଇଥିଲା,ଏହି ଜନ ଶୁଣାଣିଶିବିରରେ ଓଡ଼ଗାଁ ବିଡ଼ିଓ ଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଉପସ୍ଥିତ ରେ ଜନ ଶୁଣାଣିଶିବିର ରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନ ଜିତ ରାଉତ, ଉପଜିଲ୍ଲାପାଳ କର୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ଥିଲେ