ସୂଚନା ଅନୁସାରେ ଗଣିଆ ବ୍ଲକ ବେଲପଡା ପାଟଣା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପରିସର ରେ ସକାଳ 11ଘଟିକା ସମୟ ରେ ବ୍ଲକ ସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ବିଇଓ ରବୀନ୍ଦ୍ର ନାଥ ରାଉତରାୟ, ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ରୂପେ କିଶୋର ପ୍ରସାଦ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ମିଶ୍ର, ସଂମ୍ମାନିତ ଅତିଥି ରୂପେ କାହ୍ନୁ ଚରଣ ରାଉତ,, ବିଜୟ କୁମାର ସେନ,, ସୁରେଶ କୁମାର ସାହୁ ଉପସ୍ଥିତ ହୋଇ ହିନ୍ଦୀ ଦିବସ ଉପରେ ଆଲୋକପାତ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,

ଏହି କାର୍ଯ୍ୟକ୍ରମ ରେ ନବ କିଶୋର ମହାରଣା ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ, ସମସ୍ତ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ, ସଞ୍ଜୟ କୁମାର ପରିଡା, ଲକ୍ଷ୍ମୀ ପ୍ରିୟା ମହାଳିକ, ରିଙ୍କି ମଲ୍ଲିକ, ସୁରେଶ ମହାରଣା,, ଉପସ୍ଥିତ ଥିଲେ, ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମଧ୍ୟରୁ ସମୀର କୁମାର ମହାପାତ୍ର, ଅଜୟ କୁମାର ମହାରଣା, ବିଜୟ କୁମାର ମହାପାତ୍ର, ଅକ୍ଷୟ କୁମାର ସାହୁ ମଞ୍ଜୁଲତା ବାରିକ, ପୁର୍ଣଚନ୍ଦ୍ର ରଣା, ଆଲୋକ ପୃଷ୍ଟି, ଚିତ୍ତରଞ୍ଜନ ସାହୁ, ଙ୍କ ସମେତ ବେଲ ପଡା ହାଇସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ