ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ପଞ୍ଚାୟତ ସମିତି ସଭାଗୃହ ରେ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି, ନୟାଗଡ଼ ଜିଲାପାଳଅକ୍ଷୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ରହି ଜନ ସାଧାରଣ ଙ୍କ ବିଭିର୍ନ ସମସ୍ୟା ଶୁଣିଥିଲେ, ଏଥିରେ ମୋଟ 87ti ବ୍ୟକ୍ତିଗତ ସମସ୍ୟା ଥିବା ବେଳେ 1ଗ୍ରାମ୍ୟ ସମସ୍ୟା 22ଜଣକୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଆବେଦନ କରିଥିବାନେଇ ସୂଚନା ରହିଛି,ସମୁଦାୟ 110ଟି ଅଭିଯୋଗ ରୁ 18ଟି ତୁରନ୍ତ ସମାଧାନ ହୋଇଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନାମିଳିଛି, ଶିବିର ରେ ଅନ୍ୟମାନଙ୍କ ମଧ୍ୟ ରେ ନୟାଗଡ଼ ଏସ୍ପି ଏସ ସୁଶ୍ରୀ, ଏଡିଏମ ଦିଲୀପ କୁମାର ବଳ, ଅତିରିକ୍ତ ଜିଲାପାଳ କର୍ଣଦେବ ସମାଦାର, ଖଣ୍ଡପଡ଼ା ଅଧକ୍ଷା ଉପମା ବେହେରା, ବିଡ଼ିଓ ଅଂକୁର ଅଭିଳାଷ, ତହସିଲଦାର ବିଶ୍ୱଭୁଷଣ ତ୍ରିପାଠୀ, ସିଡ଼ିଏମଓ ସୁଶାନ୍ତ କୁମାର ଦାସ, ଡ଼. ଅଭିଶାର ପଣ୍ଡା, ଏସଡିପିଓ ବିମଳ କୁମାର ବାରିକ ଙ୍କ ସମେତ ବିଭିର୍ନ ବିଭାଗ ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ