ସୂଚନା ଅନୁସାରେ ରୋଡ଼ ସେଫଟିସପ୍ତାହ ପାଳନ ଅବସର ରେ ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଂକୁ ନେଇ ଆଜି 11ଘଟିକା ସମୟ ରେ ସଚେତନତା ରାଲି ଅନୁଷ୍ଠିତ ହୋଇଛି,

ଏହି କାର୍ଯ୍ୟକ୍ରମ ରେ ପରିବହନଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ, ଏଥି ସହ ଏହି ସଚେତନତା ରାଲି ବଜାର ପରୀକ୍ରମା କରିଥିଲା
