ଦଶପଲ୍ଲା ପଞ୍ଚାୟତ ସମିତି ମିଶନ ଶକ୍ତି ଭବନ ଠାରେ ଜିଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି, ଏହି ଶିବିର ରେ ନୟାଗଡ଼ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ଥିଲେ ଅନ୍ୟମାନଙ୍କ ମଧ୍ୟ ରେ ଆରକ୍ଷୀଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ,, ଉପଜିଲାପାଳ କର୍ଣଦେବ ସମାଦାର, ପ୍ରମୁଖ ଉପସ୍ଥିତ ଥିଲେ ଆଜି ମୋଟ 239ଗୋଟି ମାମଲା ଗ୍ରହଣ କରାଯାଇ ଥିବା ବେଳେ, ସେଥି ମଧ୍ୟରୁ ବ୍ୟକ୍ତି ଗତ 236ମାମଲା ରହିଥିବା ବେଳେ ଗ୍ରାମ୍ୟ ମାମଲା 3ଟି ରହିଥିଲା, ତୁରନ୍ତ 184ଟି ମାମଲା ସମାଧାନ କରାଯାଇଥିଲା,

ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ