ସୂଚନା ଅନୁସାରେ ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶ ରେ ବିରାଜିତ ମା କଳାପାଟ ଠାକୁରାଣୀ ଙ୍କ ବିଜେ ସ୍ଥଳୀ ରେ ଚାଲିଥିବା 4ଦିନ ଧରି ବିଶ୍ୱ ଶାନ୍ତି ମହାଯଂଜ୍ଞ ର ଆଜି ଅପରାହ୍ନ 4ଟା ସମୟ ରେ ଭକ୍ତ ମୟ ପରିବେଶ ରେ ଉଦଯାପିତ ହୋଇଛି,, ଓଡିଶା ର ବିଭିର୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥ ଓ ଅସହାୟ ଗରିବ,ଜନ ସାଧାରଣଙ୍କୁଯଂଜ୍ଞ କମିଟି ତରଫରୁ ବାବା ଙ୍କ ପଟ ଶିଷ୍ୟ ଲଳିତ ନାରାୟଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ ଶୀତ ବସ୍ତ୍ର, କମ୍ବଳ, ଶାଢ଼ୀ ବଣ୍ଟନ କରା ଯାଇଥିଲା 4ଦିନ ଧରି ପ୍ରବଚନ, ଦୀପ ଦାନ,ଅନ୍ନଯଂଜ୍ଞ, ହନୁମାନ ଚାଳିଶା, ନାମ ସଂକୀର୍ତନ, ଭଜନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ତଥା, କୁନି କୁନି କଳାକାର ମାନଙ୍କ ଦ୍ୱାରା ନୁର୍ତ୍ୟ ପରିବେଷଣ, କରାଯାଇଥିଲା, ଉଦଯାପନୀ ଉତ୍ସବ ରେ ଧର୍ମ ମଣ୍ଡପ ରେ ସ୍ବର୍ଗତ ବାବା ରାମଦାସ ଙ୍କ ଚରଣ ପାଦୁକା ନେଇ ଯଂଜ୍ଞ ହୂତି କାର୍ଯ୍ୟକ୍ରମ ସମ୍ପର୍ଣ କରାଯାଇଥିଲା, ସନ୍ଧ୍ୟା ରେ ଦୀପ ଦାନ ହେଉଥିବା ବେଳେ, ଆଜି ପୂର୍ଣ୍ଣାହୁତି ରେ ପ୍ରବଳ ଜନ ସମାଗମ ହୋଇଥିଲା,

ଗଣିଆ ପୋଲିସ ପକ୍ଷରୁ, ବ୍ୟାପକ ବ୍ୟବସ୍ତା କରାଯାଇ ଥିବା ବେଳେ ସତ୍ୟ ଶାନ୍ତି ସେବା ଟ୍ରଷ୍ଟ, ତଥା କମିଟି ର ସଭାପତି ଅଜୟ ପଟ୍ଟନାୟକ, ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ଧୀରେନ୍ଦ୍ର ପାଣିଗ୍ରାହୀ, ଆଦିତ୍ୟ ନାରାୟଣ ମହାଶୁପକାର, ପାର୍ଥ ସାରଥୀ, ବାବାଙ୍କ ପଟଶିଷ୍ୟ ଲଳିତ ନାରାୟଣ ଦାସ, ତହସିଲଦାର ପ୍ରୀତ୍ତିବାଳା ରଣା, ଵାଣିଗୋଚ୍ଛା ଥାନା ଅଧିକାରୀ, ବିନୟରଞ୍ଜନ ପରିଡା, ସାମାଜିକ କର୍ମୀ ପ୍ରଦୀପକୁମାର ସାହୁ, ପୂର୍ବତନବ୍ଲକ ଅଧକ୍ଷା ରଶ୍ମିତା ସାହୁ, ସାମନ୍ତରାୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ତଥା ବିଦ୍ୟୁତ ବିଭାଗ, ପାନୀୟ ଜଳ ଯୋଗାଣ, ବିଭାଗ, ଦମକଳ ବିଭାଗ, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ତଥା ମାଳତୀପୁଟ ଗ୍ରାମବାସୀ ଙ୍କ ସହଯୋଗ ରେ ଏହି ମେଳା ଶାନ୍ତିଶୃଙ୍ଖଳା ରେ ସମ୍ପର୍ଣ ହୋଇଛି, ଯଂଜ୍ଞ କମିଟି ତରଫରୁ ସମସ୍ତ ସହଯୋଗକାରୀ ଙ୍କୁ ଧନ୍ୟ ବାଦଅର୍ପଣ କରାଯାଇଛି
