ନୟାଗଡ଼ ଜିଲାର ଗୋଡିପଡା ସର୍ଦାର ପଟେଲ ବିଦ୍ୟାପୀଠ ସହପାଠୀଙ୍କ ବନ୍ଧୁ ମିଳନ ଉଛବ ନୟାଗଡ଼ର କଳିଙ୍ଗ ବୈଷ ସମାଜ ସମିଳନୀ କକ୍ଷରେ ଆଜି 12ଘଟିକା ସମୟ ରେ ଅନୁଷ୍ଠିତ ହୋଇଛି, ହାଇସ୍କୁଲର ଶିକ୍ଷକ ସୁବାସ ଚନ୍ଦ୍ର ଦାଶ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ହରିହର ପାତ୍ର, ବିଦ୍ୟାଧର ରଥ, ଦାଶରଥି ମହାରଣା, ଦନାର୍ଦନ ପରିଡା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ଇଂଜିନିୟରତଥା ପୁରାତନ ଛାତ୍ର ଶରତ ନାୟକ ଏହାକୁ ପରିଚାଳନା କରିଥିଲେ ।ଏଥିରେବିଦ୍ୟା ପୀଠ ତଥାହାଇସ୍କୁଲ ର 1962ମସିହା ଠାରୁ 2024ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସହ ପାଠୀ ମାନେ ଯୋଗ ଦେଇ ଥିଲେ.। ତତ ସହିତ ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ ତଥା ପୁରାତନ ଛାତ୍ର ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ, ଏଥି ସହ ଧରିତ୍ରୀ ର ଜିଲ୍ଲା ପ୍ରତିନିଧି ତଥା ପୁରାତନ ଛାତ୍ର, ଲୋକ ନାଥ ମିଶ୍ର,ପୁରାତନ ଛାତ୍ର ତଥା ସାମ୍ବାଦିକ ବିଭୁତି ପଟ୍ଟନାୟକ ଯୋଗ ଦେଇ ଥିବା ବେଳେ ପୁରାତନସମସ୍ତ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବନ୍ଧୁ ମିଳନ ରେ ସୁଖ ଦୁଃଖ ବାଣ୍ଟିବା ସହିତ, ଏହି ବନ୍ଧୁ ମିଳନ ରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ