Skip to content

ଅନୁରୋଧ ବିଜ୍ଞପ୍ତି: ଚମତ୍କାର, ନାଟ୍ୟଧାରା, ଶ୍ରୀ ସୃଜନ, ନୟାଗଡ଼ ପକ୍ଷରୁ ଏକ ମିଳିତ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ

ଅନୁରୋଧ ବିଜ୍ଞପ୍ତି

ଲେଖିବାର କାରଣ ଏହିକି ଯେ, ଓଡିଶା କଳା ଜଗତ ର ଜଣେ ପ୍ରଥିତଯଶା ନାଟ୍ୟ ବ୍ୟକ୍ତିତ୍ୱ ସ୍ବର୍ଗତ ଶରତ କୁମାର ମାଝି ଙ୍କ ର ଆକସ୍ମିକ ବିୟୋଗ କାରଣ ରୁ, ଚମତ୍କାର, ନାଟ୍ୟଧାରା, ଶ୍ରୀ ସୃଜନ, ନୟାଗଡ଼ ପକ୍ଷରୁ ଏକ ମିଳିତ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି,
ଅନୁରୋଧ

ଆପଣ ଆଜି (30ଜୁଲାଇ 2024, ମଙ୍ଗଳବାର, ଅପରାହ୍ନ 5ଘଣ୍ଟା ସମୟ ରେ ମୈତ୍ରୀ ଯୁବ ସଂସଦ, ନୟାଗଡ଼ ଠାରେ ଉପସ୍ଥିତ ରହି ଦିବଂଗତ ସ୍ବର୍ଗତ ମାଝି ଙ୍କ ର ଅମର ଆତ୍ମା ର ସଦଗତି କାମନା କରିବେ

ରାକେଶ ଦାସ ଜୟଶ୍ରୀ ଦେବୀ l
(ଚମତ୍କାର ) ( ଶ୍ରୀ ସୃଜନ )
ଲକ୍ଷ୍ମୀଧର ମହାପାତ୍ର
(ନାଟ୍ୟ ଧାରା )

Ad 1