ନବଜାତ ଶିଶୁକୁ ବାପା, ମା’ ଛାଡି ଚାଲିଗଲେ । ଏବେ କ୍ୟାପିଟାଲ ହସ୍ପିଟାଲରେ ରହି ଅନୁସ୍ଥ ଅବସ୍ଥାରେ ମାଆକୁ ଖୋଜୁଛି ଶିଶୁ । ନୟାଗଡ଼ ଦଶପଲ୍ଲାର ଖଣ୍ଡପଡ଼ା ଅଞ୍ଚଳର ଏହି ଘଟଣା ଯେତିକି ସମ୍ବେଦନ ଶୀଳ, ସେତିକି ହୃଦୟ ସ୍ପର୍ଶୀ । ମା’ ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉ ଥିଲେ । ଆଉ ଡିସଚାର୍ଜ ହେବାପରେ ଗାଁକୁ ଚାଲି ଗଲେ ।
ଆଉ କୁନି ଶିଶୁକୁ କ୍ୟାପିଟାଲ ହସପିଟାଲ ରେ ଦେଖାଶୁଣା କରିବ ବୋଲି କଥା ଦେଇଥିବା ବାପା କେଉଁଆଡ଼େ ଫେରାର ହୋଇଯାଇଛି । ଶିଶୁ ମାଆ ଏବେ ଗାଁରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ତାଙ୍କୁ ଆର୍ଥିକ ଅବସ୍ଥା ବି ଠିକ ନାହିଁ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।