ଆଇଏ ଏସ ସ୍ତର ରେ ଅଦଳବଦଳ,ସ୍ଵଧା ଦେବସିଂ ହେଲେ ନୟାଗଡ଼ ଜିଲ୍ଲାପାଳ,
ଆଇଏ ଏସ ସ୍ତର ରେ ବଡ଼ ଧରଣ ର ଅଦଳବଦଳ କରିଛନ୍ତି ସରକାର,ବିଜୟକୁମାର ଦାସ ପୁରୀ ଜିଲାପାଳ ହୋଇଥିବା ବେଳେ, ମନୀଷା ବାନାର୍ଜୀ ସାମାଜିକ କଲ୍ୟାଣ ନିର୍ଦେଶକ,, ଖୋର୍ଦ୍ଧା ଜିଲାପାଳ ଚଞ୍ଚଳରାଣା ହୋଇଥିବା ବେଳେ ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲାପାଳ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ