Skip to content

ଆଜିଥିଲା ପ୍ରେମିକ ର ବାହାଘର, ଦୁଆରେ ବସିଲା ପ୍ରେମିକା, ହେଲା ଥାନା ର ଦ୍ୱାରସ୍ତ

ନୟାଗଡ଼ ସଦର ଥାନା ଅଂଚଳ ରେ ଦେଖିବାକୁ ମିଳିଛି, ଅଘଟଣ, ଆଜି ପ୍ରେମିକର ଥିଲା ବାହାଘର, ଗତ କାଲି ଠାରୁ ପ୍ରେମିକ ଦୁଆରେ ବସିଲା ପ୍ରେମିକା, ନୟାଗଡ଼ ସଦର ଥାନା ର ଦ୍ୱାରସ୍ଥ ହୋଇଛି ପ୍ରେମିକା, ସୂଚନା ଅନୁସାରେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଗୋଳଗୋଳା ଗ୍ରାମର ଲକ୍ଷ୍ମୀଧର ରଥ ଙ୍କ ପୁଅ ଦିବାକର ରଥ ଙ୍କ ର ଆଜି ଥିଲା ବାହାଘର, ଗତକାଲି କଟକ ଅଂଚଳ ର ବିଶ୍ୱନାଥ ସାହୁ ଙ୍କ ଝିଅ ମିନାକ୍ଷୀ ବାଳା ସାହୁ ପ୍ରେମିକ ଦିବାକର ଙ୍କ ଘର ସଂମ୍ନା ରେ ବସି ରହିଥିଲେ, ମିନାକ୍ଷୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳ ରେରୁହନ୍ତି,

ତାଙ୍କର ଦିବାକରଙ୍କ ସହ 5ବର୍ଷହେଲା ସମ୍ପର୍କ ରହିଥିବା ଅଭିଯୋଗ କରିଛନ୍ତି, ମାସେ ତଳେ ମିନାକ୍ଷୀଙ୍କୁ ନିଜ ପ୍ରେମିକ ଉପରେ ସନ୍ଦେହ ହୋଇଥିଲା, ସେ ବିବାହ ପ୍ରସ୍ତୁତ ହେବା ଜାଣିବା ପରେ ଲକ୍ଷ୍ମୀସାଗର ଥାନା ର ଦ୍ୱାରସ୍ଥ ହୋଇଥିଲେ, ଏଥିରେ ତାଙ୍କୁ କିଛି ସୁଫଳ ନ ମିଳିବାରୁ ପ୍ରେମିକ ଦିବାକର ଙ୍କ ଘର ଦୁଆରେ ବସି ରହିଥିଲେ, ଆଜି ନୟାଗଡ଼ ସଦର ଥାନା ର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1