Skip to content

ଆଜି ମା, ଦକ୍ଷିଣକାଳୀ ମନ୍ଦିର ର ରତ୍ନମୁଦ ଉତ୍ସବ

ନୟାଗଡ଼ ଆରାଧ୍ୟା ଦେବୀ ମା ଦକ୍ଷିଣ କାଳୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଆଜି ସକାଳ 7ଘଟିକା ସମୟ ରେ ବନଯୋଗ ବିଧାନ,, ଓ 9ଟା ବେଳେ ପୂଜା ଅର୍ଚନା ଯଂଜ୍ଞ ହୋଇଥିବା ବେଳେ ରତ୍ନ ମୁଦ ପାଇଁ ପ୍ରସ୍ତୁତି ସରିଛି, ଏଥି ନିମନ୍ତେ ଭକ୍ତ ମାନେ ସ୍ଵଇଛା ରେ ମାଙ୍କ ମନ୍ଦିର ଉଦେଶ୍ୟ ଦାନ ଦେଇପାରିବେ,

ଦକ୍ଷିଣ କାଳୀ ମନ୍ଦିର ବଉଳମାଳ ପଥର ରେ ନିର୍ମାଣ ହେଉଥିବା ବେଳେ ମନ୍ଦିର ରୂପାନ୍ତର ପାଇଁ ନବୀନ ସରକାର 3.5କୋଟି ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରିଥିଲେ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଙ୍କ ପ୍ରଚେଷ୍ଟା ରେ ଏହି କାର୍ଯ୍ୟ ଚାଲିଥିବା ବେଳେ ତତ୍କାଳୀନ 5ଟି ଅଧକ୍ଷ ଭିକେ ପାଣ୍ଡିଆନ ନୟାଗଡ଼ ଗସ୍ତ କରି ଏହାର ତଦାରଖ କରିଥିଲେ, ଦିନ 1ଟା ବେଳେ ରତ୍ନ ମୁଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ, ଦିନ 1ଟା 30ସମୟ ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚା ଳ ନା କମିଟି ପକ୍ଷରୁ ସୂଚନା ମିଳିଛି, ଧାନ ଟଙ୍କା, ସୁନା ରୁପା ଆଦି ରତ୍ନ ମୁଦ ପାଇଁ ପ୍ରଦାନ କରି ପୁଣ୍ୟ ଅର୍ଜନ କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି,

Ad 1