ଆଡପ ମଣ୍ଡପ ରେ, ଭକ୍ତ ଙ୍କୁ ରଜା ବେଶ ରେ ଦର୍ଶନ ଦେଲେ ଶ୍ରୀ ଜୀଉ,,

ଘାରିଛି କାଳିଆ ନିଶା “ଭଜନ ସମାରୋହ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ,

ଆଡପ ମଣ୍ଡପ ତଥା ଗୁଣ୍ଡିଚା ମନ୍ଦିର ରେ ରଜା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀ ଜୀଉ, ଆଡପ ମଣ୍ଡପ ରେ ଭାଇ ବଳଭଦ୍ର, ଭଉଣୀ ଶୁଭଦ୍ରା ଉପ ବେସନ ହୋଇଥିବା ବେଳେ ଭକ୍ତ ଙ୍କ ଦର୍ଶନ ଆଡପ ମଣ୍ଡପ ରେ ଜନ ଗହଳି ହୋଇଥିଲା,ଶ୍ରୀ ଜୀଉ ରଜା ବେଶ ଧାରଣ କରିଥିବା ବେଳେ ସମ୍ମୁଖରେ ଦେବଦାସୀ ନୁର୍ତ୍ୟ ବେଶ ଆକର୍ଷଣୀୟ ହୋଇଥିଲା,

ଦେବ ଦାସୀ ଙ୍କ ନୁର୍ତ୍ୟ କୁ ଭକ୍ତ ଉପଭୋଗ କରୁଥିବା ବେଳେ ଏପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମ କୁ ଶୁଭ ସନ୍ଧ୍ୟା ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଉପସ୍ଥିତ ହୋଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଘାରିଛି କାଳିଆ ନିଶା ଭଜନ ପରିବେଷଣ କୁ ଉଦ୍ଘାଟନ କରିଥିଲେ,

ତତ ସହିତ ଭଜନ ପରିବେଷଣ ପାଇଁ ସୁର ଗନ୍ଧର୍ବ ନବ କିଶୋର ମିଶ୍ର, ପ୍ରାଣ କୃଷ୍ଣ ମହାରଣା,, ମାଧବ ବାରିକ ଙ୍କ ସହ ବରିଷ୍ଠ କଣ୍ଠଶିଳ୍ପୀ ଉପସ୍ଥିତ ରହି କାଳିଆ ନିଶା ରେ ଭଜନ ପରିବେଷଣ କରିଥିଲେ,ତତ ସହିତ ନୟାଗଡ଼ ବର୍ଷା ଡ୍ୟାନ୍ସ ଗ୍ରୁପ ର ନୁର୍ତ୍ୟ ଶିଳ୍ପୀ ଙ୍କୁ ନେଇ ମଞ୍ଚ ରେ ଭଜନ ନୁର୍ତ୍ୟ ପରିବେଷଣ କରାଯାଇଥିଲା,

You might also like