Skip to content

ଆନନ୍ଦାପଲ୍ଲୀ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ

ନୟାଗଡ଼ ବ୍ଳକ ଅନ୍ତର୍ଗତ କେନ୍ଦୁଢିପି ଗ୍ରାମ ପଞ୍ଚାୟତ ଅଧିନସ୍ତ ଆନନ୍ଦା ପଲ୍ଲୀ ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ ହୋଇଛି, ମୁଖ୍ୟ ଅତିଥି ଭାବେ ରେ ସ୍ଥାନୀୟ ସରପଞ୍ଚ ବିରଞ୍ଚି କୁମାର ନାୟକ ଉପସ୍ଥିତ ରହି ଧାନ ମଣ୍ଡି କୁ ଉଦଘାଟନ କରିଛନ୍ତି,

ସେବା ସମବାୟ ସମିତି ସଭାପତି ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ,ପ୍ରଥମ ଦିନ ରେ 30ଜଣ ଚାଷୀଙ୍କ ଠାରୁ 150କୁ ଇଣ୍ଟାଲ ଧାନ କିଣା ଯାଇଥିବା ସୂଚନା ମିଳିଛି

Ad 1