ସୂଚନା ଅନୁଯାୟୀ ଆୟୁଷ୍ମାନ ଆରୋଗ୍ୟମନ୍ଦିର ଜେମା ଦେଇ ପୁରପକ୍ଷରୁ NQAS ପ୍ରମାଣୀ କରଣ ଉତ୍ସବ ସଭାଅନୁଷ୍ଠିତ ହୋଇଛି ଏହି ଅବସରରେ ଜ୍ୟୋତ୍ରିମୟୀ ଜେନା ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ମୁଖ୍ୟ ଅତିଥି ରୂପେ ମୁଖ୍ୟ ଚିକିତ୍ସା ଅଧିକାରୀ ଡ ରମାକାନ୍ତ ପଣ୍ଡା ଯୋଗ ଦେଇ ଏହି ଉତ୍ସବ କୁ ଉଦ୍ଘାଟନ କରି ଆଶା, ଅଙ୍ଗନବାଡ଼ି କର୍ମୀ, ANM କର୍ମଚାରୀ,, ୱାର୍ଡ଼ ମେମ୍ବର ଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ଆହୁରି କାର୍ଯ୍ୟକ୍ରମ ଜେମା ଦେଇ ପୁର ଅଞ୍ଚଳ ରେ ଗୁଣବତା ହୋଇପାରିବ ସେ ବିଷୟ ରେ ଆଲୋକପାତ କରିଥିଲେ,

ଏ ଅବସରରେ NQAS ପାଇବା ଖୁସି ରେ ଉତ୍ସବ ପାଳିତ ହୋଇଥିବାବେଳେ ANM ସନ୍ତୋଷୀନି ଶତପଥି,, କ୍ୱାଲିଟି ମ୍ୟାନେଜର ସନତ ମହାପାତ୍ର,, DMRCH କିଶୋର ସାର, BPM ନିବେଦିତା, BDM, PHEO ଯୋଗ ଦେଇ, ସୁନାମ ଆଣିଥିବା,ବେଷ୍ଟ ଅଙ୍ଗନବାଡ଼ି ୱାର୍କର ଭାବେ ଜ୍ୟୋଷ୍ଣାମୟୀ ପଣ୍ଡା, ବେଷ୍ଟ ଆଶା ଭାବରେ ଅର୍ନପୂର୍ଣ୍ଣା ମହାପାତ୍ର, ଯୌତୁକ ପାଟଣା GKS, ଓ ପରିବାର ନିୟୋଜନ ପଦ୍ଧତି ରେ ସର୍ବାଧିକ ନମ୍ବର ରକ୍ଷୀ ,ସୁନାମ ଆଣିଥିବା ଜହ୍ନ ଦେଇ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ
