ଇନସ୍ପାୟାର କଲେଜ ରେ ନେତାଜୀ ଜୟନ୍ତି ପାଳିତ,
ଇନ ସ୍ପାୟାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୟାଗଡ଼ ପରିସରରେ ନେତାଜୀ ଜୟନ୍ତୀ ପାଳିତ ହୋଇଛି, ଉକ୍ତ କାର୍ଯ୍ୟକ୍ରମ ଅଧକ୍ଷ ପ୍ରକାଶ କୁମାର ଦଳାଇ ଙ୍କ ଆବାହକତ୍ୱ ରେ ଅତିଥି ଭାବରେ ଯୋଗ ଦେଇ ଥିଲେ


ରମେଶ କୁମାର ମଲ୍ଲିକ,ଏବଂ ସମସ୍ତ ଶିକ୍ଷାର୍ଥୀ ମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ବକ୍ତବ୍ୟ ରଖି ଥିଲେ, ପରିଶେଷରେ ପ୍ରକୃତି ବନ୍ଧୁ ମାନସ ରଞ୍ଜନ ବଳବନ୍ତରା ଧନ୍ୟ ବାଦ ଅର୍ପଣ କରିବା ସହ ମହାପୁରୁଷ ଙ୍କ ଭଳି ନିଜ ଜୀବନକୁ ଗଢି ତୋଳିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ