ଇନ୍ଷ୍ପାୟର ଉଚ୍ଚ ମାଧ୍ଯମିକ ମଦିଦ୍ଯାଳୟ , ନୟାଗଡ଼ ନରିସରରେ ଆମର ରାଜ୍ୟ ସଙ୍ଗୀତ ” ବନ୍ଦେ ଉତ୍କଳ ଜନନୀ” ସମୂହ ଗାନ ଅନୁଷ୍ଠିତ ହୋଇଯାଇଛି ।ଅଧ୍ଯକ୍ଷ ପ୍ରକାଶ କୁମାର ଦଳାଇ, ପରିଚାଳନା ନିର୍ଦ୍ଦେଶିକା ପୂଜାର୍ଚ୍ଚନା ପ୍ରଧାନ, ଅଧ୍ୟାପକ ପ୍ରଦୀପ କୁମାର ସ୍ଵାଇଁ , ଅଧ୍ୟାପକ ପୁଷ୍ପରାଜ ଦୀପକ କୁମାର ପ୍ରୀୟ ଦର୍ଶୀଳ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ ଯୋଗ ଦେଇଥିଲେ ଶିକ୍ଷା ବିତ୍ ବିଜୟ କୁମାର ପ୍ରଧାନ ଏବଂ ରେଳ ଷ୍ଟେସନ ମ୍ୟାନେଜର ସଞ୍ଜୟ କୁମାର ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪ ଏବଂ ରାଜ୍ୟ ସଂଙ୍ଗୀତ ବନ୍ଦେ ଉତ୍କଳ ଜନନୀ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ ।
ଶେଷରେ ପ୍ରକୃତି ବନ୍ଧୁ ମାନଓ ରଞ୍ଜନ ବଳବନ୍ତରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ “ମାତୃଭୂମି ମାତୃ ଭାଷାରେ ମମତା ଯାହ୍ଵଦେ ଜନମି ନାହିଁ ତାକୁ ଜଦି ଜ୍ଞାନ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।