ଓଡ଼ିଶା ଡ୍ରାଇଭର ମହାସଂଘ ର କେନ୍ଦ୍ର ସରକାରଙ୍କ ମୋଟର ଆଇନ ବିଲ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଙ୍ଗି ଛାଡ଼ ଆନ୍ଦୋଳନ

ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶା ଡ୍ରାଇଭର ମହାସଂଘ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଦେଖିବାକୁ ମିଳୁଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ମନୋମୁଖୀ କାଯ୍ୟ ପାଇଁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଭାରତର ସମସ୍ତ ଡ୍ରାଇଭର ସଂଘ, କେନ୍ଦ୍ର ସରକାର ଜାରି କରିଥିବା ମୋଟର ଆଇନି ବିଲ ଅର୍ଥାତ ଗାଡ଼ି ଆକ୍ସିଡ଼େଣ୍ଟ କଲେ ୧୦ ବର୍ଷ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଜୋରିମାନା ବିଲ୍ ପ୍ରତ୍ୟାହାର ନ କଲା ପ୍ରଯ୍ୟନ୍ତ ଡ୍ରାଇଭର ମହାସଂଘ ଆନ୍ଦୋଳନ, ଜାରୀ ରହିବ ନୟାଗଡ଼ ଜିଲ୍ଲା ଡ୍ରାଇଭର ମହାସଂଘ ର ସଭାପତି ଅବକାଶ କାଠୁଆ ଙ୍କ ନେତୃତ୍ବରେ ନୟାଗଡ଼ ର ବିଭିନ୍ନ ସ୍ଥାନରେ ଡ୍ରାଇଭର ମାନେ ଆନ୍ଦୋଳନ ଜାରି ରଖିଛନ୍ତି

ନୟାଗଡ଼ ବ୍ଲକ ସଭାପତି ଶଶିକାନ୍ତ ସାହୁ ଉପ ସଭାପତି ସୁର୍ଯ୍ୟମଣି ମାଝି ସଂପାଦକ ବାପି ମଙ୍ଗଳ ସହ ସଂପାଦକ ପ୍ରକାଶ ଚନ୍ଦ୍ର ବେହେରା ଉପ ଦେଷ୍ଟା ପବିତ୍ର ସେନାପତି ବ୍ଳକ୍ ସହଯୋଗୀ ଅଭିମନ୍ୟୁ ମାଲିକ୍ ନୟାଗଡ଼ ପୌର ପରିଷଦ ର ସଭାପତି ସଞ୍ଜୟ ପରିମାଣିକ ସେକ୍ରେଟେରି ପୁର୍ଣଚନ୍ଦ୍ର ଡାକୁଆ ଉକ୍ତ ନେତୃତ୍ବରେ ଆନ୍ଦୋଳନ ଜାରି ରହିଛି

You might also like