Skip to content

ଓଡିଶା ଆଦର୍ଶ ବିଦ୍ୟାଳୟ ରୁ ବିଧାୟକ ଏବଂ ସାଂସଦ ଙ୍କ କୋଟା କୁ ହଟେଇବା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ

ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଧାୟକ ଏବଂ ସାଂସଦ ଙ୍କ କୋଟା ରେ ଛାତ୍ର ଛାତ୍ରୀ ମାନଂକୁ ଆଡ଼ମିସନ କରାଯାଉଛି, ତେଣୁ କରି ଉକ୍ତ କୋଟା କୁ ଉଛେଦ କରିବା ଉଦେଶ୍ୟ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ

Ad 1