କରିତକର୍ମl ଙ୍କ କବଜା ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର, ଚାଲିଛି ହାତଗୁଞ୍ଜl ର କାରବାର,, ମାଗଣା ରେ ରକ୍ତ ଯୋଗାଇବା ବଦଳ ରେ ରୋଗୀ ଙ୍କ ଠାରୁ ଲାଞ୍ଚ ନେବା ପାଇଁ ହାତ ଟେକି ବସିଛନ୍ତି,ରକ୍ତ ଭଣ୍ଡାର କର୍ମଚାରୀ, ଏପରିକି ରୋଗୀ ଙ୍କୁ ମିଳୁନି ବଦଳ ରକ୍ତ, ଏପଟେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ପରିସରରେ ଥିବା ରକ୍ତଭ ଣ୍ଡାର ରେ କର୍ମଚାରୀ ଙ୍କ ଖାମଖିଆଲି ନୀତିରେ ରୋଗୀ ମାନେ ଅତିଷ୍ଠ ହୋଇ ପଡିଲେଣି,, ଏପରିକି ବିଭିର୍ନ ସମୟ ରେ ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରମାଣ ନାହିଁ ଦର୍ଶାଇ କାର୍ଯ୍ୟନୁଷ୍ଠାନ ନଥିବାରୁ ରୋଗୀ ହଇରାଣ ହେଉଥିବା ଦେଖା ଯାଇଛି, ଏ ପରିକି ରୋଗୀ ମାନେ ରକ୍ତ ଅଦଳ ବଦଳ ପରେ ବି ରୋଗୀ ରକ୍ତ ପାଉନାହାନ୍ତି, ରୋଗୀ ମାନେ ଏହାର ଅଭିଯୋଗ କଲେ, ଯେଉଁ କରିତ କରମା କର୍ମଚାରୀ ଅଛନ୍ତି ରୋଗୀ ମାନଙ୍କ ସମ୍ପର୍କୀୟ ଙ୍କୁ ରୁକ୍ଷ ବ୍ୟବହାର କରୁଛନ୍ତି,ଯେଉଁ ରୋଗୀ ଙ୍କ ସମ୍ପର୍କୀୟ ହାତ ଗୁଞ୍ଜା ଦେଉଛନ୍ତି ତାଙ୍କୁ ମାମୁଁ ପୁଅ ଭାଇ ର ବ୍ୟବହାର ଦେଇ ରକ୍ତ ନେବା ପାଇଁ ବ୍ୟବସ୍ଥା କରୁଛନ୍ତି କର୍ମଚାରୀ,ଏପରିକି ଜଣେ ରୋଗୀ ଙ୍କ ପକ୍ଷରେ ଘଟଣା ଦେଖିବାକୁ ମିଳିଛି, ଯାହାକି 4ଘଣ୍ଟା ଅପେକ୍ଷା କରି ରକ୍ତ ନ ମିଳିବା ପରେ ପାଟି ତୁଣ୍ଡ କରିବାରୁ କରିତକର୍ମା କର୍ମଚାରୀ ବାବୁ ରକ୍ତ ରୋଗୀ ଙ୍କୁ ପ୍ରଦାନ କରିଥିଲେ,

କରିତକର୍ମା ବାବୁ ଜଣ ଙ୍କ ଏପରି ଭାବେ ରକ୍ତ ଭଣ୍ଡାର ରେ ରକ୍ତ ଥାଉ ନଥାଉ ନିଜର ହାତ ଗୁଞ୍ଜା ନୀତି ଚଳାଇଛନ୍ତି, ଦରମା ନେଇ ମଧ୍ୟ ତାଙ୍କୁ ହାତ ଗୁଞ୍ଜା ଦରକାର, ବାବୁ ଜଣକ ହାତ ଗୁଞ୍ଜା ମାଗିବାକୁ କୁଣ୍ଠାବୋଧ କରୁ ନଥିବା ବେଳେ, ତାଙ୍କର ଏପରି ନୀତିରେ, ଥାଲାସେମିଆ, ଓ ଆବର୍ସନ ରୋଗୀ ହଟହଟା ହେଉଥିବା ବେଳେ ରକ୍ତ ଅଦଳ ବଦଳ ପାଇଁ କରିତକର୍ମା କର୍ମଚାରୀ ବାବୁ ଜଣକ ହଇରାଣ କରୁଥିବା ବେଳେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତେଜନା ସୃଷ୍ଟି ହେଉଛି,

ଉତେଜନା ବେଳେ ରକ୍ତ ଭଣ୍ଡାର ଦାୟିତ୍ୱ ରେ ଥିବା ତଥା ମୁଖ୍ୟ ଚିକିତ୍ସାଳୟ ର ସୁପରିଟେଣ୍ଡେଣ୍ଟ ଅଜୟ ବାହିନୀ ପତିଙ୍କୁ ପଚାରିବାରେ ସେ କହିଥିଲେ 2ଟି କେଶ ର ଅଭିଯୋଗ ମିଳିବା ପରେ ମୁଁ ତୁରନ୍ତ ଫଇସଲାକରିଛି, ଏବଂ ରୋଗୀ କିପରି ତୁରନ୍ତ ରକ୍ତ ପାଇବେ ସେ ନେଇ ଆଲୋଚନା କରାଯାଉଛି, ଆଗକୁ ଯେପରି ଏଭଳି ଘଟଣା ନ ଘଟେ ସେଥିପାଇଁ କର୍ମଚାରୀ ଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତିନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ଲିଭ ଲାଇଭ ଓଡ଼ିଆ