Skip to content

କଳାହାଣ୍ଡି ଗ୍ରାମରେ ବାବା କପିଳେଶ୍ୱର ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା, ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ସ୍ଥିତ କଳାହାଣ୍ଡି ଗ୍ରାମ ରେବାବା କପିଳେଶ୍ୱର ଦେବ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି ଶୁଭ ଅବସରରେ କଳାହାଣ୍ଡି ଗ୍ରାମର ଗ୍ରାମବାସୀ ଙ୍କ ସହଯୋଗୀତା ରେ ଗତକାଲି ଅଙ୍କୁରା ପଣ ହୋଇଥିବା ବେଳେ ଆଜି ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଙ୍କ ତତ୍ୱବଧାନ ତଥା ଗ୍ରାମବାସୀଙ୍କ ସହଯୋଗ ରେ କଳସି ଶୋଭା ଯାତ୍ରା ହାଟଦ୍ୱାର ନଦୀ ଠାରୁ ବାବା କପିଳେଶ୍ୱର ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି,

ଏହା ସହିତ 20ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ,, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପୌରାଣିକ ନାଟକ ମଞ୍ଚସ୍ତହେବ, ଏଥି ସହ ଆଜିର କଳସ ଶୋଭା ଯାତ୍ରା ରେ ପ୍ରାୟ 2000ହଜାର ଭକ୍ତ କଳସ ଯାତ୍ରା ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଛନ୍ତି,ତତ ସହିତ ସ୍ଥାନୀୟ ସରପଞ୍ଚସୁଶାନ୍ତ କୁମାର ପ୍ରଧାନ ଓ କଳାହାଣ୍ଡି ଗ୍ରାମବାସୀ ବହୁ ସଂଖ୍ୟା ରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି।

Ad 1