କାଉଁରୀ ମହୋତ୍ସବ ରେ ବିଶିଷ୍ଟ ସମାଜସେବି ତଥାନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ବାଚସ୍ପତି ସୁରମା ପାଢ଼ୀ, ମଞ୍ଚ ରେ ପଞ୍ଚାୟତ ରାଜ ମନ୍ତ୍ରୀ, ରବି ନାରାୟଣ ନାୟକ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଓ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଉପସ୍ଥିତ ରହି ସମାଜ ସେବା କ୍ଷେତ୍ର ରେ ଉଲେଖନୀୟ, ଓ ଅନନ୍ୟ ଅବଦାନ,ଓ ନିରନ୍ତର ସମାଜ ସେବା ପାଇଁ ପ୍ରମୋଦ ପଟ୍ଟନାୟକ ଅନ୍ୟ ମାନଙ୍କ ପାଇଁ ଉଧାହରଣ ଓ ପ୍ରେରଣା ର ଉତ୍ସ ହୋଇଛନ୍ତି ବୋଲି ମତ ପ୍ରକାଶ କରିଥିବା ବେଳେ କାଉଁରୀ ମହୋତ୍ସବ କମିଟି ର ସମ୍ପାଦକ ଜୟନ୍ଦ୍ର ବେହେରା ମାନ ପତ୍ର ପାଠ କରିଥିଲେ