Skip to content

କାର୍ଯ୍ୟକ୍ଷମ ହେଲା ବରପଲ୍ଲୀ ରେଲୱେ ଓଭରବ୍ରିଜ

ଖୋର୍ଦ୍ଧା ବଲାଙ୍ଗୀରି ରେଳପଥ ର ନୟାଗଡ଼ ଟାଉନ ନିକଟ ବରପଲ୍ଲୀ ଓଭରବ୍ରିଜ କାର୍ଯ୍ୟକ୍ଷମ ହୋଇଛି, ଏହି ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାଫଳ ରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତା ର ବରପଲ୍ଲୀ ଠାରେ ଗମନାଗମନ ରେ ଯେଉଁ ସମସ୍ୟା ଉପୁଜୁଥିଲା ତାହାର ଅବସାନ ଘଟିଥିବା କୁହାଯାଇଛି, ପ୍ରାୟ ସମସ୍ତ ଜାନବାହାନଓଭର ବ୍ରିଜ ଦେଇ ଯାଉଥିବା ଦେଖିବାକୁ ମିଳିଛି

Ad 1