କୁସୁମୀ ନଦୀ କୁ ଗାଧେଇବାକୁ ଯାଇ ନା ବାଳକ ଭାଇ ଭଉଣୀ ପାଣି ରେ ବୁଡି ମୃତ୍ୟୁ,ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ଶବ ବ୍ୟବଛେଦ ନିମନ୍ତେ ଶବଗୃହ କୁ ସ୍ଥାନାନ୍ତର

ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ବାଉଁସିଆ ପଡ଼ା ଗ୍ରାମ ରେ ଅଘଟଣ, ଥିବା କୁସୁମୀ ନଦୀ ଗାଧେଇବାକୁ ଯାଇ ଭାଇ ଭାଇଭଉଣୀ ମୃତ, ସୂଚନା ଅନୁସାରେ ଆଜି ସକାଳ 7ଟା ସମୟ ରେ ବାଉଁସିଆ ପଡ଼ା ଗ୍ରାମ ର ଦୁତିକୃଷ୍ଣ ସେଠି ଙ୍କ ପୁଅ ସାଇ, ବୟସ 7ବର୍ଷ ଓ ଝିଅ କାଜଲ ବୟସ 10ବର୍ଷ, ସାଙ୍ଗ ହୋଇ କୁସୁମୀ ନଦୀକୁ ଗାଧେଇ ଯାଇଥିଲେ, ଗାଧୋଉ ଥିବା ବେଳେ ପାଣି ଭିତରେ ବୁଡି ରହି ଯାଇଥିଲେ,

ପରିବାର ଲୋକେ ଖବର ପାଇ ସେଠାରେ ପହଂଚିଥିଲେ, ତାଙ୍କ ସାଙ୍ଗରେ କିଛି ଯୁବକ ମଧ୍ୟ ଯାଇଥିଲେ, ଯୁବକ ମାନେଭାଇ ଭଉଣୀଙ୍କୁ ଉଦ୍ଧାରକରୀ ସଂଗେ ସଂଗେ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ, ଡାକ୍ତର ଦେଖି ଭାଇ ଭଉଣୀ ଙ୍କୁ ମୃତ ଘୋଷଣା କରିଥିଲେ, ଓ ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ପଠାଇଥିଲେ,

You might also like