Skip to content

ଗଣିଆ ପଞ୍ଚାୟତ ସମିତି ଠାରେ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ,

ଗଣିଆ ପଞ୍ଚାୟତ ସମିତି ଠାରେ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି,ଆଜି 24ଗୋଟି ମାମଲା ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ 22ଟି ମାମଲା ରହିଥିବା ବେଳେ ଗ୍ରାମ୍ୟ ବିବାଦ 1ଗୋଟି ରହିଥିଲା, ଅନ୍ୟ 1ଗୋଟିମାମଲା ଥିବାବେଳେ 17ଗୋଟି ମାମଲା ତୁରନ୍ତ ସମାଧାନ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ , ଆରକ୍ଷୀ ଅଧୀକ୍ଷକ ଏସ.ଶୁଶ୍ରୀ, ବ୍ଲକ ଅଧକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Ad 1