Skip to content

ଘରେ ନିଆଁ ଲଗାଇଲା ବାପା, ପୁଅ ଅଭିଯୋଗ ରେ ବାପା ଗିରଫ

ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଂଚଳ ରେ ଅଘଟଣ, ଘରେ ନିଆଁ ଲଗାଇଲା ବାପା ପୁଅର ଥାନା ରେ ଅଭିଯୋଗ କ୍ରମେ ବାପା ଗିରଫ ହୋଇଛି, ସୂଚନା ଅନୁସାରେ ରାଜ ସୁନାଖଳା ଫାଣ୍ଡି ନିକଟସ୍ଥ ରାଜ ସୁନାଖଳା ମଥୁରା ପୁର ସାହି ଶରତ ରାଉତ ତାଙ୍କ ନିଜ ଘରେ ନିଆଁ ଲଗାଇ ଦେଇ ଥିଲେ, ଯାହା ଫଳ ରେ ତାଙ୍କ ପୁଅ ର ଏକ ପାସିଆନ ପ୍ରୋ ହିରୋ ହୁଣ୍ଡା ମୋଟର ସାଇକେଲ ସହ ଘରର ସମ୍ପୂର୍ଣ ଆସବାବ ପତ୍ର ନିଆଁ ରେ ଜଳି ଯାଇଥିଲା,

ଏ ଘଟଣା କୁ ନେଇ ତାଙ୍କ ପୁଅ ତପନ ରାଉତ ରାଜ ସୁନାଖଳା ଫାଣ୍ଡି ରେ ଲିଖିତ ଅଭିଯୋଗ କରି ଥିଲେ,ଅଭିଯୋଗ ଅନୁସାରେ ରଣପୁର କେଶ ନମ୍ବର 07/24ମାମଲା ରୁଜୁ ହୋଇ ଶରତ ରାଉତ ଙ୍କୁ ଗିରଫ କରାଯାଇଥିଲା, ଶରତ ଙ୍କ କୋଟ ଫରୱାର୍ଡ଼ କରାଯାଇ ରଣପୁର ବିଚାର ବିଭାଗୀୟ ହାଜତ କୁ ପଠା ଯାଇଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1