ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ Nayagarh TodayJune 7, 2024June 7, 2024 6ମାସ ଛୁଟି ରେ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ, ନଭେମ୍ବର 26ତାରିଖ ଯାଏଁ ସୁଜାତା ଛୁଟି ରେ ରହିବେ ବୋଲି ଜଣା ପଡିଛି, ଝିଅ ର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦର୍ଶାଇ ସେ ଛୁଟି ରେ ରହିଥିବା ଜଣାପଡିଛି