ଜାତୀୟ ରାଜପଥ ୫୭ ମାଇଛେଳି ନିକଟରେ ଦୃଘଟଣା

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାତୀୟ ରାଜପଥ ୫୭ ନିକଟରେ ଘଟିଛି ସଡ଼କ ଦୃଘଟଣା. ଏହି ଦୃଘଟଣାରେ ଏକ ଟ୍ରକ ଭାରସ୍ୟମ ହରାଇ ରାସ୍ତାର ବାମ ପାର୍ଶ୍ୱରେ ଥୁବା ଜଙ୍ଗଲ ମଧ୍ୟରେ ପଶିଯାଇ ଘଛକୁ ଧକା ଦେଇଛି. ଟ୍ରକ ଗାଡି ନମ୍ୱର ଓଡି 23 ଜି 8353 ଝାରସୁଗୁଡାରୁ ଖୋରଧା ଯାଉଥିବାର ସୂଚନା ମିଳିଛି.

ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ଘଟଣା ସ୍ଥଳରେ ନୂଆଗାଁ ପୋଲିସ ପହଂଚି ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି

You might also like