Skip to content

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଙ୍କ ରଘୁନାଥ ମନ୍ଦିର ପରିଦର୍ଶନ

ନୂତନ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଓଡ଼ଗାଁ ଗସ୍ତ ରେ ଆସି ରଘୁନାଥ ଙ୍କୁ ଦର୍ଶନ କରିଛନ୍ତି, ମନ୍ଦିର ପରିସର ବୁଲି ଇତିହାସ ବିଷୟ ରେ ପଚାରି ବୁଝି ଥିଲେ ମନ୍ଦିର ପ୍ରଶାସନ ତରଫରୁ ଫୋଟୋ ଚିତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିବା ବେଳେ ପୂଜକ ପରିଷଦ ର ସଭାପତି ପ୍ରଫୁଲ ମହାପାତ୍ର ଏସ ସୁଶ୍ରୀ ମହୋଦୟା ଙ୍କୁ ମହା ପ୍ରଭୁ ଙ୍କ ଦର୍ଶନ କରାଇ ଥିଲେ, ଏହି ଅବସର ରେ ଶରଣକୁଳ ଉପ ଖଣ୍ଡ ଅଧିକାରୀ ସୁଧାକର ସାହୁ,ଆଦର୍ଶ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ଉପସ୍ଥିତ ଥିଲେ

Ad 1