Skip to content

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷି ଦିବସ ପାଳନ ସମାରୋହ

ନୟାଗଡ଼ ଜିଲ୍ଲା ନବଘନ ପୁର ଠାରେ ଡ଼ଃ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଇଲୋକ୍ଟ୍ରନିକ୍ସ ଓ ପ୍ରଯୁକ୍ତି ବିଦ୍ୟା, ଏବଂ ସଂସଦୀୟ ବ୍ୟାପାର ବିଭାଗ ଓଡିଶା ସରକାର ଙ୍କ କର କମଳ ରେଅଖି ମୁଠି ଅନୁକୂଳ ଭୁମି ପୂଜନ, ଭୁମି କର୍ଷଣ, ଅନୁଷ୍ଠିତ ହୋଇଛି,ଏହା ପରେ ପରେଜିଲ୍ଲା ପରିଷଦ ସୃଜନ ସଭାଗୃହ ରେ ଏକ ସଭାଅନୁଷ୍ଠିତ ହୋଇଛି, ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଡ଼ଃ ମୁକେଶ ମହାଲିଙ୍ଗ, ଉପସ୍ଥିତ ଥିବା ବେଳେ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,, ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ,, ଜିଲାପରିଷଦଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ପ୍ରମୁଖ ସାମିଲ ହୋଇଥିଲେ, କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନଂକୁ ପୁଷ୍ପ ଗୁଚ୍ଛ ଦିଆ ଯାଇ ସମ୍ବର୍ଦ୍ଧନା କରାଯାଇଥିଲା,

ଜିଲ୍ଲା କୃଷି ଅଧିକାରୀ, ସୁମନ ସିଂ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାବେଶ ରେ ମୁଖ୍ୟ ଅତିଥି ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ କୃଷକ ସମାଜ ର ମେରୁଦଣ୍ଡ ବୋଲି ବକ୍ତବ୍ୟ ରେ କହିଥିବାବେଳେ ଆଜିର ଦିବସ ରେ ଅକ୍ଷୀ ମୁଠି ଅନୁକୂଳ କରାଯାଇ ଚାଷ କୁ ଦିଗୁଣିତକରିବା ପାଇଁ ଭୁମି ପୂଜା କରାଯାଇଥାଏ,ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ cm କିସାନ କାର୍ଡ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଗାଁ ର ଆର୍ଥିକ ଅବସ୍ଥା,ସୃଦୃଢ଼ କରିବା ପାଇଁ ସରକାର ବହୁ ବ୍ୟବସ୍ଥା କରିଛନ୍ତି, ତତସହିତ ଗ୍ରାମପଞ୍ଚାୟତ ରେ ଆରୋଗ୍ୟ ମନ୍ଦିର, ସ୍ୱାସ୍ଥ୍ୟ କ୍ଷେତ୍ର ରେ କର୍ମଚାରୀ ବଢିବା, ବେଡ଼ ସଂଖ୍ୟା 300ରୁ ଅଧିକ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି, ନୟାଗଡ଼ ଜିଲ୍ଲା ରେ icu ର ବ୍ୟବସ୍ଥା, ଓ ସେଥିରେ 10ଜଣିଆ ବେଡ଼ ର ବ୍ୟବସ୍ଥା କରାଯିବାର ରହିଛି ନାରୀ ଶକ୍ତି କୁ ସଶକ୍ତ, ଓ ଆତ୍ମ ନିର୍ଭର କରିବା ପାଇଁ ଆମ ସରକାର ଙ୍କ ପ୍ରଚେଷ୍ଟା ଜାରି ରହିଛି, ନୟାଗଡ଼ ମାଟି ଉର୍ବର ବୋଲି ଖଣ୍ଡପଡ଼ା ବିଧାୟକ ମତ ଦେଇ ଥିବା ବେଳେ ସୁଗାର ଫାକ୍ଟ୍ରି ପାଇଁ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ, ଯବାନ ମାନେ ଯେପରି ଲଢ଼ୁଛନ୍ତି ସେହିପରି କୃଷକ ମାନେ ଦେଶକୁ ଖାଦ୍ୟ ଯୋଗାଉ ଛନ୍ତି ବୋଲି ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ କହିଥିବା ବେଳେ କୃଷକ ମାନଂକୁ ଉର୍ନତ ଜ୍ଞାନ କୌଶଳ ଜୈବପଦ୍ଧତି ରେ ଚାଷ କରିବା ପାଇଁ ସାହାଯ୍ୟ ଯୋଗାଇଦେବା ପାଇଁ କହିଥିଲେ, ଜିଲ୍ଲା ପରିଷଦ ଅଧକ୍ଷତାଙ୍କ ବକ୍ତବ୍ୟ ରେ ଯେ ଚାଷ ପ୍ରମୁଖ ରେ ଆୟ ଉତ୍ପାଦନ ଯେତିକିଲକ୍ଷ ଥିଲାତାହା ଠାରୁ 3ଲକ୍ଷ ଅଧିକ ଅର୍ଜନ କରାଯାଇଛି, ଏହାପରେ ନୟାଗଡ଼ ଜିଲ୍ଲା ଏକ କୃଷି ପ୍ରଧାନଜିଲ୍ଲା, ଏହି ମାଟି ଉର୍ବର ହୋଇଥିବାରୁ ଏହାର ଧାନ ଆଖୁ ଚାଷ ବହୁଳ ଭାବରେ କରାଯାଇଥାଏ ଓ ଆଖୁ ରେ ଗ୍ଲୁକୋଜ ର ମାତ୍ରା ଅଧିକଥିବା ଏହାର ସ୍ୱତନ୍ତ୍ରତା ରହିଛିଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଦର୍ଶାଇ ଥିଲେ

Ad 1