ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ମିଳିଛି ନୂଆ ଅଧକ୍ଷ, କଲେଜ ର ପୂର୍ବ ରୁ ଅଧକ୍ଷ ଥିବା ଅଶ୍ୱିନୀ କୁମାର ନାୟକ ଅବସର ନେଇଛନ୍ତି, ତାଙ୍କ ସ୍ଥାନ ରେ ଡ଼. ବିପିନ କୁମାର ପଟ୍ଟନାୟକ ନୂତନ ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ନୂତନ ଅଧକ୍ଷ ଭାବେ ନିଯୁକ୍ତି ପାଇଛନ୍ତି, ଅଶ୍ୱିନୀ କୁମାର ନାୟକ ଅବସର ନେଲା ପରେ ଡ଼ ପଟ୍ଟନାୟକ ଙ୍କୁ ସେ ଦାୟିତ୍ୱ ପ୍ରଦାନ କରିଥିଲେ, କଲେଜ ର ଅଧ୍ୟାପକ ଅଧ୍ୟlପିକା ଓ କର୍ମଚାରୀ ମାନେନୂତନ ଅଧକ୍ଷ ଡ଼ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇ ଥିଲେ
