ଆସନ୍ତା 17ତାରିଖ ରେ ଶ୍ରୀମନ୍ଦିର ପରୀକ୍ରମା ପ୍ରକଳ୍ପ ର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ, ଏହି ଅବସର ରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଦଶପଲ୍ଲା ବ୍ଳକ ର ବିଭିନ୍ନ ପଂଚାୟତ ରେ ପରିଭ୍ରମଣ କରିଛି, ବିଭିର୍ନ ସ୍ଥାନ ରେ ସଂକୀର୍ତନ ମଣ୍ଡଳୀ ଓ ଗ୍ରାମବାସୀ ପରିକ୍ରମା ରଥ କୁ ଭାବ ଭକ୍ତି ପରିବେଶ ମଧ୍ୟ ରେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି,

ରଥ ପରିକ୍ରମା ର ଶୁଭଆରମ୍ଭ ଅବସରରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧକ୍ଷା ସୁନନ୍ଦା ସାହୁ, ବିଡ଼ିଓ ସଞ୍ଜୟ କୁମାରଆ ଚାର୍ଯ୍ୟ, ପୂର୍ବତନ ବ୍ଳକ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ, ବିଭିନ୍ନ ଗ୍ରାମର ମାନ୍ୟଗଣ୍ୟ ଓ ଭକ୍ତ ଗଣ ଦେଖିବାକୁ ମିଳିଛି
