Skip to content

ଦଶପଲ୍ଲା ରେ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ଦଶପଲ୍ଲା ବ୍ଳକ ମାଧ୍ୟମିକ ବିଦ୍ୟାଳୟ ଚତୃର୍ଥ ପ୍ରଧାନ ଶିକ୍ଷକ ସମ୍ମିଳନୀ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକେରା ଠାରେ ଅନୁଷ୍ଠିତ ହୋଇଛି,

ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ ଙ୍କ ଅଧକ୍ଷତା ତଥା ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ବୈଠକ ରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଖଟେଇ, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବେହେରା, ପ୍ରଧାନ ଶିକ୍ଷୟତ୍ରୀ ସଂଜୀବନୀ ସାମଲ, ଓ ସସ୍ମିତା ସାମଲ, ଆରପି ଭାବେ ଯୋଗ ଦେଇ ଥିଲେ, ଟାକେରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୈତାରୀ ବିଶ୍ୱାଳ, ବୈଠକ ସଂଯୋଜନା କରିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1