ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ରଣଜିତ ଦଳଵେହେରା ଜିଲ୍ଲା ସଂଯୋଜକ ପ୍ରସର୍ନ ପ୍ରଧାନଙ୍କ ନେତୃତ୍ୱରେ ଆଜି ବାରଘଣ୍ଟିକା ସମୟରେ ଚାଷୀ ଜମିରେ ନଡ଼ା ପାଳ ନପୋଡ଼ିବ ପାଇଁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଏକ ଦାବିପତ୍ର ଦିଆଯାଇଛି,ଏହି ଦାବିପତ୍ର ଦେବାବେଳେ ସତ୍ୟବାଦି ମହାନ୍ତି ପ୍ରମୋଦ କୁମାର ପ୍ରଧାନ ଲକ୍ଷ୍ମୀଧର ବେହେରା ନବ କିଶୋର ସ୍ୱାଇଁ ଆଶୁତୋଷ ବଡ଼ପଣ୍ଡା ଧ୍ରୁବ ଚରଣ ବେହେରା ଆନନ୍ଦ ଚନ୍ଦ୍ର ଦଳବେହେରା ସୁରେଶ କୁମାର ରାଉତ ଉପସ୍ଥିତ ଥିଲେ