ପାଖେଇ ଆସୁଛି ରାଜ୍ୟ ର ବିଧାନ ସଭାଓ ଲୋକ ସଭାନିର୍ବାଚନ, ସେଥିନିମନ୍ତେ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି ପର୍ବ, ଗତକାଲି ଠାରୁ ସମଗ୍ର ଜିଲ୍ଲା ରେ ଭିଭିପ୍ୟାଟ ସଚେତନତା ରଥ ବୁଲିବା ଆରମ୍ଭ କଲାଣି, ଭୋଟର ମାନେ କିପରି ସଠିକ ଭାବରେ ଭୋଟ ଦେବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି,
ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ କାଉଁଟିଙ୍ଗ ହଲ,, ଡିସପୋଜାଲ କେନ୍ଦ୍ର ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲା ପାଳ ଶକ୍ତିକାନ୍ତ ରାୟ, ଡେପୁଟି କଲେକ୍ଟର ନିର୍ବାଚନ ରିମା ହାଁସଦା ନୟାଗଡ଼ ବ୍ଳକ ଜିପିଓ ତୁଷାର କାନ୍ତ ରାଉତ, ଓ ନୟାଗଡ଼ କଲେଜ ପ୍ରିନସିପାଲ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ