ଆଗକୁ ସାଧାରଣ ନିର୍ବାଚନ, ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ଚାଲିଛି ପୂର୍ବ ପ୍ରସ୍ତୁତି, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସମୀକ୍ଷା କରିଛନ୍ତି ଜିଲାପାଳ ସ୍ୱଧାଦେବ ସିଂ ତାଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏସଡି ପିଓ ସ୍ନେହାଶିଷ ସାହୁ, ଡେପୁଟି କଲେକ୍ଟର ରିମା ହାଁସଦା ଓ ବିଭିର୍ନ ଅଧିକାରୀ ମନେ ଉପସ୍ଥିତ ଥିଲେ, କାଉଁଟିଙ୍ଗ ହଲ, ଷ୍ଟ୍ରଙ୍ଗ ରୁମ, ଯାନବାହାନରକ୍ଷଣ ସ୍ଥାନ, ଓ ଶୃଙ୍ଖଳିତ ଡିସ୍ପୋଚାଲ ନିମନ୍ତେ ସମୀକ୍ଷା କରାଯାଇଥିଲା
