Skip to content

ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା

ନୂଆଗାଁ ବ୍ଲକ ନୂଆଗାଁ ସଦର ମହକୁମାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଆଜି 1ଘଟିକା ସମୟ ରେ ମନୋରଞ୍ଜନ ସାମଲଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ୩୫ବର୍ଷ ଆଟେଡାଣ୍ଟ ଭାବରେ ଚାକିରୀ ଜୀବନ କରି ସେ ଚଳିତ ବର୍ଷ ୩୦ଏପ୍ରିଲ ୨୦୨୫ରେ କାର୍ଯ୍ୟକାଳ ସମାପ୍ତ ହୋଇ ଥିଲା. ଆଜି ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତାଙ୍କୁ ଅନୁଷ୍ଠାନିକ ଭାବରେ ଅବସର ଦିଆଯାଇଛି. ଆଜିର ଏହି ଅବସର କାଳୀନ ସଭାରେ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବୀପ୍ରସାଦ ପ୍ରଧାନ, ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଏଜି. ଗଣେଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ.

Ad 1