75ତମ ସଧାରଣତନ୍ତ୍ର ଦିବସ ପାଳନ ଅବସରରେ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତ୍ୟକ ଜାଗା ହୋଇ ଉଠି ଥିଲା ଉତ୍ସବ ମୁଖର, ସାମ୍ବାଦିକ ଭବନ ନୟାଗଡ଼ ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି, ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ, ଯୋଗ ଦେଇ ପତାକା ଉତୋଳନ କରିଥିଲେ, ସଂମ୍ମାନିତ ଅତିଥି ଭାବେ 3ନମ୍ବର କାଉନ ସିଲର ସ୍ୱୟଂ ପ୍ରଭା ମିଶ୍ର ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ସାମିଲହୋଇ ଥିଲେ,

ମୁଖ୍ୟ ଅତିଥି 75ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଦେଶ ପାଇଁ ତ୍ୟାଗକରିଥିବା ମହାପୁରୁଷ ଙ୍କୁ ସ୍ମରଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୁଷଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ,ଶ୍ରୀକାନ୍ତ ଖଟେଇ,ଖିରୋଦ ପଟ୍ଟନାୟକ,ରାମକୃଷ୍ଣ ରଥ,ପ୍ରଶାନ୍ତ ଜେନା,

ଦିନମଣି ମହାନ୍ତି,ରବୀନ୍ଦ୍ର କୁମାର ଦାସ,ବିଶ୍ୱଜିତ ନାୟକ,ବିଭୁତି ଭୁଷଣ ସ୍ୱାଇଁ,ନବ କିଶୋର ମିଶ୍ର, ମାନସ କୁମାର ସାହୁ,ପ୍ରଦୀପ କୁମାର ପାତ୍ର,ହୁସେନ ଖାଁ,ଶୁଭେନ୍ଦୁକୁମାର ଦାସ,ଅନ୍ଵଅରଅଲ୍ଲୀ,ସୁଧାକର ମିଶ୍ର,ସୁମନ କୁମାର ସାହୁ,ଅଶୋକ ସାଥୁଆ,ପ୍ରଭାତ କୁମାର ମହାପାତ୍ର,ପ୍ରମୁଖ ସାମିଲ ହୋଇଥିଲେ, ନୟାଗଡ଼ ରୁ ଜିତୁନ କୁମାର ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ