Skip to content

ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସର ନେଇଥିବା ୩ ଜଣ କର୍ମଚାରୀ ଙ୍କୁ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ଯ ମାନପତ୍ର, ଫୁଲ ଗଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ସେମାନଙ୍କ ଆଗମୀ ଦିନର ନିରୋଗମୟ ଓ ତାଙ୍କ ପରିବାର ସହ ସୁଖ ସ୍ୱଛନ୍ଦରେ ଜୀବନ ଅତିବାହିତ ହେଉ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଥିଲେ ।

ନୟାଗଡ଼ ପୁଲିସ ପରିବାର ସହିତ ସେ ସଦାସର୍ବଦା ରହି ଆସିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ନୟାଗଡ଼ ପୁଲିସର ସି. ଆଇ. ହାବିଲଦାର କବିରାଜ ସାହୁ, ଏପି. ଆର. ହାବିଲଦାର ରଙ୍କନିଧି ଭୁଇଁଆ ଓଏଫଓ ଯୋଗୀ ଆଜି ଅବସର ଗ୍ରହଣ କରିଛନ୍ତି ।

Ad 1