ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ତାଙ୍କର କାର୍ଯ୍ୟ ଶୈଳୀ ପାଇଁ ପ୍ରଶଂସିତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ରେ ଲୋକପ୍ରୀୟ ତଥା ଜନାଭିମୁଖି ଜିଲ୍ଲା ପାଳ ଭାବେ ପରିଗଣିତ ହୋଇଛନ୍ତି, ନୟାଗଡ଼ ଜିଲ୍ଲା ପାଳ ରବୀନ୍ଦ୍ର ନାଥ ସାହୁ ଆଗାମୀ ଜାନୁଆରୀ 31ତାରିଖ ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି,
ଇତି ମଧ୍ୟ ରେ ରାଜ୍ୟ ସରକାର ତାଙ୍କୁ ଫେବୁଆରି 1ତାରିଖ ରୁ ରାଜ୍ୟ ନିର୍ବାଚନ କମିଶନ ଙ୍କ ସଚିବ ଭାବେ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ବୁଦ୍ଧିଜୀବୀ ଓ ଜିଲ୍ଲାବାସୀ ଙ୍କ ମଧ୍ୟ ରେ ଉତ୍ସାହ ଦେଖା ଯାଇଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ