ନୟାଗଡ଼ ଟୁଡ଼େ ପରିବାର ତଥା ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ତରଫରୁ ଅମୃତ ଅମ୍ଲାନ ଆତ୍ମା ର ସଦଗତି କାମନା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ରଣପୁର ର ବରିଷ୍ଠ ସାମ୍ବାଦିକ ତଥା ରଣପୁର ପ୍ରେସ କ୍ଳବ ର ସଭାପତି ସୁକାନ୍ତ ପଟ୍ଟନାୟକ ଙ୍କ ପିତା ସତ୍ୟବାଦୀ ପଟ୍ଟନାୟକ ଙ୍କ ପରଲୋକ ହୋଇଛି, ମୃତ୍ୟୁ ବେଳକୁ ତାଙ୍କୁ 89ବର୍ଷ ବୟସ ହୋଇଥିଲା, ସେ 31ଜୁଲାଇ 1937ମସିହା ରେ ରଣପୁରବ୍ଳକ ର ଗୌରାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ବିଲଗାଡ଼ିଆ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ, ଜଣେ ଛାତ୍ରବସ୍ଚଳ ଶିକ୍ଷକ ଭାବେ ପରିଚିତ ଥିଲେ,
ସେ କୌଣସି କାରଣ ଯୋଗୁ ଅସୁସ୍ଥ ହୋଇ ପଡ଼ିଥିଲେ, ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା, ସତ୍ୟବାଦୀଙ୍କର ନିଜଗ୍ରାମ ସ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା, ବଡ଼ ପୁଅ କିଶୋର ମୁଖାଗ୍ନି ଦେଇଥିବା ବେଳେ ଅନ୍ୟ 4ପୁଅ ଅଶୋକ, ବସନ୍ତ, ଶରତ, ଓ ନାତିନାତୁଣୀ ବୋହୁ ମାନେ ଉପସ୍ଥିତ ଥିଲେ, ତାଙ୍କ ମୃତ୍ୟୁ ରେ ରଣପୁର ଅଞ୍ଚଳ ରେ ଗଭୀର ଶୋକ ପ୍ରକାଶ ପାଇଛି
My deep condolences. Pray lord jagannath let the departed soul be in peace.