Skip to content

ନୟାଗଡ଼ ପୁରୁଣା ସହର ମଣ୍ଡା ବାଗନ ପଡିଆ ଠାରେ ବୋଇତ ବନ୍ଦାଣଯାତ୍ରା ଉତ୍ସବ ଉଦଘାଟିତ

ନୟାଗଡ଼ ପୁରୁଣl ସହର ମଣ୍ଡାବାଗନ ପଡିଆ ଠାରେ ବୋଇତ ବନ୍ଦାଣଯାତ୍ରା ଉତ୍ସବ ସଂଧ୍ୟା 7ଘଟିକା ସମୟ ରେ ଉଦଘାଟିତ ହୋଇଛି, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, କଳିଙ୍ଗ ହସ୍ପିଟାଲ ନିର୍ଦ୍ଧେଶିକା ନୀଳାଞ୍ଜନା ମୁଖାର୍ଜୀ ଯୋଗ ଦେଇ ଉଦଘାଟନ କରିଛନ୍ତି, ଏଥି ସହ୍ଆଜି ଉଦ୍ଘାଟନୀ ଦିବସ ରେ ସୁଦୂର ଭୁବନେଶ୍ୱର ଦ ଅର୍ଗାନ ଅ କ୍ରେଷ୍ଟ୍ରl, ମୟୂରୀନୃତ୍ୟ ଅନୁଷ୍ଠାନ କଟକ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,

ସଂସ୍କୃତି ଓ ପରମ୍ପରା କୁ ଉଜୀବିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହଉଥିବା ବେଳେ ଏହି ଅବସର ରେ ମୁଖ୍ୟ ଅତିଥି ଡ଼ ସାହୁ ନୟାଗଡ଼ ପୁରୁଣା ସହର ର ବାସିନ୍ଦା ମାନେ ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଆୟୋଜନ କରି ଆସୁଥିବା ରୁ ବିଧାୟକ ଖୁସି ପ୍ରକଟ କରିଥିଲେ,, ନୟାଗଡ଼ ରେ ଯେଉଁ ପରମ୍ପରା ଚାଲିଛି ତାଙ୍କୁ ବଞ୍ଚାଇ ରଖିଥିବା ସମସ୍ତ କର୍ମ କର୍ତା ଙ୍କ ବିଧାୟକ ଡ଼ ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ, ବ୍ଲକ ଉପାଧକ୍ଷ ଗୁରୁ ପ୍ରସାଦ ଜେନା, ସମସ୍ତ କାଉନସିଲର ଉପସ୍ଥିତ ଥିଵା ବେଳେ, ବୋଇତ ବନ୍ଦାନ ପରିବାର ତରଫରୁ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ

Ad 1