ନୟାଗଡ଼ ଜିଲାପାଳ ସ୍ଵଧାଦେବ ସିଂ ବଦଳି ହୋଇଛି, ତାଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତ୍ତି ରାଜ ଓ ପାନୀୟ ଜଳ ଵିଭାଗ ର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି, ବିଭିର୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି,ନୟାଗଡ଼ ପୌର ପରିଷଦ ପକ୍ଷରୁ ଶ୍ରୀମତୀ ସିଂ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି,ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ,ରୋଜିନା ଦାସ, ନୟାଗଡ଼ ପୌରାଞ୍ଚଳକାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ
