ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଭୋଟ ଗଣତି ଶେଷ ପର୍ଯ୍ୟାୟ ରେ ପହଁଚିଛି, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପଞ୍ଚମ ଥର ପାଇଁ ବିଜୟୀ ହୋଇଛନ୍ତି, ନିକଟତମ ପ୍ରତିଦ୍ବନ୍ଦୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ଠାରୁ 396ଭୋଟ ରେ ବିଜୟୀ ହୋଇଛନ୍ତି, ନୟାଗଡ଼ ବିଜୁ ଜନତା ଦଳ ର ଗଡ଼ ଭାବେ ଅକ୍ଷୁର୍ଣ ରହିଛି,ଏଥି ସହିତ ଅରୁଣ ନୟାଗଡ଼ ରୁ ପଞ୍ଚମ ଥର ପାଇଁ ବିଧାୟକ ଯିବାକୁ ଭୋଟର ସୁଯୋଗ ଦେଇଥିବା ସ୍ପଷ୍ଟ ହୋଇଛି
