Skip to content

ନୟାଗଡ଼ ବ୍ଳକର ବାଲୁଗାଁ,ଗ୍ରାମପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ ବ୍ଳକ ର ବାଲୁଗାଁ, ଗ୍ରାମ ପଞ୍ଚାୟତ ରେଆମ ଓଡିଶା, ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବରେ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ନୟାଗଡ଼ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ,ଜିଲାପରିଷଦ ସଭ୍ୟ ସୁବାଷ କହଁର,ସରୋଜ ରଣସିଂ, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ,ଜିପିଓ ତୁଷାରକାନ୍ତ ରାଉତ ଓ ସମାଜ ସେବୀ ଶ୍ୟାମ ଦଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ, ମୁଖ୍ୟ ଅତିଥି ଡ଼ ସାହୁ ନୟାଗଡ଼ ବିକାଶ ଉପରେ ବକ୍ତବ୍ୟ ରଖି ଥିବା ବେଳେ, ଜିଲ୍ଲା ବାହାର ଲୋକ ମାନେ ନୟାଗଡ଼ ଦେଇଯିବା ବେଳେ ସେମାନେ ଯେଉଁ ପ୍ରଶଂସାକରୁ ଛନ୍ତି

ଏହା ଆମ ପାଇଁ ଗର୍ବ ଓ ଗୌରବ କଥା ବୋଲି ପ୍ରକାଶ କରିଥିଲେ,ନୟାଗଡ଼ ସହର ରେ ଲୋକ ସଂଖ୍ୟା ବୃଦ୍ଧି କୁ ଦେଖି ବିଭିର୍ନ କାର୍ଯ୍ୟକ୍ରମ ହାତ କୁ ନିଆ ଯାଉଥିବା ବେଳେ ନୟାଗଡ଼ ସହର ସଂମ୍ମାନ ରେ ସହର ଭାବେ ପରିଗଣିତ ହୋଇଛି,

ଏଥି ସହିତ ନୟାଗଡ଼ ରେ ଶାନ୍ତି ପ୍ରତିଷ୍ଠା ହେଇ ଥିବାରୁ ଏଭଳି ବିକାଶ ଧାରା ଜାରୀ ରହିଛି,ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ବିଭିର୍ନ ସାହାଯ୍ୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକହାତ ବଢ଼ାଇଦେଇ ଛନ୍ତି,ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ଲୋକ ମାନଙ୍କୁ ସଚେତନତା କରାଇଥିଲେ,

ଏହି ଅବସରରେବାଲୁଗାଁ ପଞ୍ଚାୟତ ର ବହୁ ପୁରୁଷ, ଓ ମହିଳା ସାମିଲ ହୋଇଥିଲେ, ବିଭିର୍ନ ପାଲା, ଦାସକାଠିଆ ମାଧ୍ୟମ ରେ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1