ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା କୁନେଇ ଅଖିଳ ଭାରତ ଯୁବଛାତ୍ର ସଂସଦ ତରଫରୁ ସମାଜ ସେବୀ ଅବଦୁଲ ଆହାଦଙ୍କ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ,
ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରେ ହୋଇଥିବା ବିଭିର୍ନ ଅବ୍ୟବସ୍ଥା ସମ୍ପର୍କ ରେ ବିଭିର୍ନ ସଂଗଠନଜରିଆରେ ଜିଲ୍ଲା ପ୍ରଶାସନ କୁ ଅବଗତ କ ରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ବେଳେ ଅଖିଳ ଭାରତ ଯୁବ ସଂସଦ ତରଫରୁ ସମାଜ ସେବୀ ଅବଦୁଲ ଆହାଦ ଜିଲ୍ଲା ପାଳସ୍ଵଧାଦେବ ସିଂ ନିକଟରେ ରେ ପହଂଚି ଦାବି ପତ୍ର ପ୍ରଦାନ କରିବା ସହିତ ଅବ୍ୟବସ୍ଥା ସମ୍ପର୍କ ରେ ଅବଗତ କରାଇ ଛନ୍ତି,
ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଲାଗିଥିବା ଏସି କୁ ଚଞ୍ଚକତା କରି ଚୋରି କରାଯାଇଥିବା ବେଳେ ବିଭିର୍ନ ସମସ୍ୟା ମଧ୍ୟରେ ଉବୁଟୁବୁ ହେଉଛି ମୁଖ୍ୟ ଚିକିତ୍ସାଳୟ, ମେଡିକାଲ ସୁପରିଟେଣ୍ଡେଣ୍ଟ, ତଥା ଦୁଇ ମ୍ୟାନେଜର କୌଣସି ସମସ୍ୟା ଉପରେ ନଜର ନ ଦେଇ ଦରମା ନେଇ ଏସି ରୁମ ର ଛତ୍ର ଛାୟା ତଳେ ଦିନ ତମାମ ବସି ରହୁଛନ୍ତି ଏପଟେ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ରୋଗୀ ସେବା କୁ ଏଡାଇ କୌଣସି କଥା ଜାଣିନଥିବା କଥା କହୁଛନ୍ତି,ଏସି ଗାୟବ ହୋଇଥିଲେ ମଧ୍ୟ କାହାରି ପାଖରେ ତାହାର ହିସାବ ନାହିଁ,
ଏପଟେ ସେଇ ସମାନ କଥାମୁଖ୍ୟ ଚିକିତ୍ସା ଅଧିକାରୀ ସଫେଇ ଦେଉଥିବା ବେଳେ ତାଙ୍କ ପାଖରେ ହିସାବ ନଥିବା କଥା ଗଣ ମାଧ୍ୟମ କୁ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ରେ ନୂଆ କୋଠା ବାଡ଼ି ହୋଇ ଥିଲେ ମଧ୍ୟ ରୋଗୀ ସେବା କ୍ଷେତ୍ର ରେ ଉର୍ନତି ପରିଲିକ୍ଷିତହେଉନାହିଁ,ମୁଖ୍ୟ ଚିକିତ୍ସା ଳୟ ରେ ଦୁଇ ଗୋଡ଼ିଆ ଭୁତ ମାତିଥିବା ବେଳେ ଏହାର ତମାମ ଘଟଣା କୁ ନେଇ ନୟାଗଡିଆ ଙ୍କ ତରଫରୁ ତଥା ଅଖିଳ ଭାରତ ଯୁବଶଂସଦ ପକ୍ଷରୁ ଏସବୁ ସମାଧାନ ନିମନ୍ତେ ସମାଜ ସେବୀ ଅବଦୁଲ ଆହାଦ ଜିଲ୍ଲା ପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି, ଏହାକୁ ଗ୍ରହଣ କରି ତଥା ଉପ ଜିଲ୍ଲା ପାଳଙ୍କୁ ନେଇ ଏହାର କମିଟି ଗଠନ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁଜିଲାପାଳ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି