Skip to content

ନୟାଗଡ଼ ର ବିଶିଷ୍ଟ କମ୍ୟୁନିଷ୍ଟ ନେତାଙ୍କ ବିୟୋଗ

ନୟାଗଡ଼ ଜିଲ୍ଲା ର ସଂଗ୍ରାମୀ ଶ୍ରମିକ ନେତା ସମାଜ ସେବୀ ତଥା କମ୍ରେଡ ଶେଖ ଅବଦୁଲ କରୀମ ଙ୍କ ଆଜି ପରଲୋକ ଘଟିଛି ସେ କିଛି ଦିନ ଧରି ଜ୍ୱର ଓନିମୋନିଆ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିଶ୍ଚିତ ହେଉଥିଲେ,

ନୟାଗଡ଼ ବରିଷ୍ଠ ସାମ୍ବାଦିକ ଏସଏ ମନାନ ତଥା ଓଡ଼ିଶାର ବିଶିଷ୍ଟ ଶିକ୍ଷକ ନେତା ସ୍ବର୍ଗତ ଏସଏ ଶୋଲେମାନ ଙ୍କ କନିଷ୍ଠ ଭ୍ରାତା ହୋଇଥିବା ବେଳେତାଙ୍କର ଏହି ଅକାଳ ମୃତ୍ୟୁ ରେ କମ୍ୟୁନିଷ୍ଟ ନେତା ବିଶ୍ଵନାଥ ମହାପାତ୍ର, ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ନିଜ ଗ୍ରାମ ସିନ୍ଦୁରିଆ ଠାରେ ବହୁ ଶୁଭେଶ୍ଚ ଙ୍କ ଉପସ୍ଥିତ ରେ ସ୍ବର୍ଗତ କରିମ ଙ୍କୁପୁର୍ଣ ମର୍ଯ୍ୟାଦା ର ସହିତ କବର ଦିଆ ଯାଇଥିଲା

Ad 1