Skip to content

ନୟାଗଡ ମୁଖ୍ୟ ଚିକିତ୍ସାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ଜେନା, ଦିଲ୍ଲୀପ ପ୍ରଧାନ, ଶରତ ଓଝା, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା, ଗାୟତ୍ରୀ ଦାସ, ପୁଷ୍ପାଞ୍ଜଳି ଦଳବେହେରା ଯୋଗଦେଇ ବୃକ୍ଷରୋପଣ ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ ।

ଉମା ମହାପାତ୍ର ଓ ସାଇଉମା ଫାଉଣ୍ଡେସନ ସର୍ଦସ୍ୟ ମାନେ ଯୋଗଦେଇ ବୃକ୍ଷ ହିଁ ଜୀବନ ଓ ବୃକ୍ଷ ବିନା ସୃଷ୍ଟି ଅସମ୍ଭବ ବୋଲି ମତପ୍ରକାଶ କରିଥିଲେ ।ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେଔଷଧୀୟ ଚାରା ରୋପଣ ଓ ବିଭିନ୍ନ ପ୍ରକାର ବୃକ୍ଷ ଲଗାଯାଇଥିଲା ।

Ad 1