ସୂଚନା ଅନୁସାରେ ପୁଣି ଅଘଟଣ ଗତ ଦୁଇ ଦିନ ତଳେମନ୍ଦିର ରୁ ଚୋରି ହୋଇଥିବାବେଳେ ଏପଟେ ଗତକାଲି ବିଳମ୍ବିତ ରାତି 12ଟା ସମୟ ରେ ପୂର୍ବତନ ବଡ଼ପଣ୍ଡା ଙ୍କ ପରଲୋକ ହୋଇଛି, ଏଭଳି କାହିଁକି ହେଲା ତାହା ନୟାଗଡ଼ ଜନ ସାଧାରଣ ଙ୍କୁ ଚକିତ କରିଛି, ଦୀର୍ଘ 50ବର୍ଷ ଧରୀ ମହା ପ୍ରଭୁ ଙ୍କ ବଡ଼ ପଣ୍ଡା ଭାବେ କାର୍ଯ୍ୟ କରି ଆସୁଥିଲେ,କିନ୍ତୁ ଦୁଇ ବର୍ଷ ହେବ ବଡ଼ ପଣ୍ଡା କାର୍ଯ୍ୟ ରୁ ନିବୃତ ରହିଥିଲେ, ଦୃବୁତ ଠାକୁର ଙ୍କ ଅଳଂକାର ଲୁଟ କରିଥିବା ବେଳେ ଘଟଣା ନୟାଗଡ଼ ଜିଲ୍ଲା ସାରା ଖେଳି ଯାଇଥିଲା,

ଏ ନେଇ ମନ୍ଦିର ପ୍ରସାସନ ତରଫରୁ ଟାଉନ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି, ଏପଟେ ଚୋରି ହୋଇଥିବା ବେଳେ, ଏଭଳି ସ୍ଥିତି ରେ ପୂର୍ବତନ ବଡ଼ପଣ୍ଡା ତଥା ନୀଳାଦ୍ରି ପୁର ନିବାସୀ ଉଦୟନାଥ ଦାସ ଙ୍କ ପରଲୋକ ହୋଇଛି, ଏପଟେ ଚୋରି ସେପଟେ ବଡ଼ପଣ୍ଡା ଙ୍କ ପରଲୋକ ମନ୍ଦିର ଶୂନଶାନ ହୋଇଥିବା ବେଳେ ସମସ୍ତ ଙ୍କ ମଧ୍ୟ ଶୋକ ର ଛାୟା ଖେଳିଯାଇଛି