ପୋଲିସ ଏଏସ ଆଇ ଙ୍କୁ ଘରୁ ଉଠେଇ ନେଲା ପୋଲିସ

ଆଜି ଦିନ ଦୁଇଟା ସମୟ ରେ ମହିଳା ପୋଲିସ ଏଏସ ଆଇ ଙ୍କୁ ଘରୁ ଉଠାଇ ନେଇ ଛି ପୋଲିସ, ସୂଚନା ଅନୁସାରେ ନୟାଗଡ଼ ସହର ମଧୁ ସୁଦନ ନଗର ରେ ଭଡା ରେ ରହୁଥିବା ଏଏସ ଆଇ ରାଜେଶ୍ଵରୀ ନାୟକ ଙ୍କୁ ପୋଲିସ ଘରୁ ଉଠାଇ ଆଣିଛି,

ସେ ସଦର ଥାନା ରେ ଏଏସ ଆଇ ଭାବେ କାର୍ଯ୍ୟ କରୁଥିଲେ, ଆଜି ତାଙ୍କୁ ନିଲମ୍ବିତ କରାଯାଇଛି, ପୋଲିସ କାହିଁକି ଉଠାଇଆଣିଲା ଏହାର ସ୍ପଷ୍ଟ କାରଣ ଜଣା ପଡି ନାହିଁ, ଏହାକୁ ନେଇ ଉକ୍ତ ଅଂଚଳ ରେ ଚର୍ଚ୍ଚା ଜୋର ଧରିଛି

You might also like